ଅଭୟ - ଅକ୍ଷୟ
ଓଡ଼ିଆ ସାହିତ୍ୟ
ଭାଷା-, ଜ୍ଞାନ-, କର୍ମ-ପ୍ରିୟ ସହୃଦୟ
*ଅଭୟ* ର୍ କାୟା ହେଲା କ୍ଷୟ
ମରନ୍ ସାଂଗେ ଲଡ଼୍ଲେ ସିନା
ହେଇଗଲା ପରାଜୟ ,
ହେଲେଁ ତାଁକର୍ ସପନ୍ ସବୁ
ଏଭେଁ ଭିଲ୍ ଅକ୍ଷୟ
ବୁଝୁନ୍ ଇଛେନ୍ ଆମର୍ ଭାଷାର୍
ରସିଆ ସଂପ୍ରଦାୟ
ଲେଖକ୍ ସମୁଦାୟ
ଆତ୍ମୀୟ *ଅଭୟ* ଆମର୍
ମନେ ରହୁନ୍
ସଭେ ହଉନ୍ ଅଧିକା ସକ୍ରିୟ
ଇନ୍ତା କଲେଁ ତାଁକର୍ ଆରୁ ଆମର୍ ଭାଷା
ନାଇଁହୁଏ ବିଲୟ
*ଅଭୟ* ର୍ ଭାଷାକୀର୍ତି ରହେବା ଅକ୍ଷୟ
----------------------------
ଆମର୍ ଭାଷାର୍ ଦମ୍ଦାର୍ ଅକ୍ଷର୍-ସାଧକ୍ ଦିବଂଗତ୍ ଅଭୟ କୁମାର ପାଢ଼ୀକୁଁ ସୋର୍ କରି...
----------------------------